Browsing Tag

Kyiv

ଋଷ୍‌ ସେନା ଅଧିନରେ ୟୁରୋପର ବୃହତ୍‌ ପରମାଣୁ କେନ୍ଦ୍ର: ୟୁକ୍ରେନ୍‌ର ଅଧା ଅଞ୍ଚଳ ଏବେ ଅନ୍ଧକାରମୟ

କିବ୍‌: ମେ ୦୬: ଋଷ ସେନା ଧୀରେ ଧୀରେ ୟୁକ୍ରେନ୍‌ର ଛୋଟ ଓ ବଡ଼ ଅଞ୍ଚଳକୁ ନିଜ ଅଧିନକୁ ନେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନ୍‌ରେ ଥିବା ୟୁରୋପର ବୃହତ୍‌ ପରମାଣୁ କେନ୍ଦ୍ର ଜାପୋରିଝିଆକୁ ଋଷ୍‌ ସେନା ଦଖଲ କରିଛି ।…

୨୧ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ

କିଭ୍‌ : ଋଷ ୟୁକ୍ରେନ ଯୁଦ୍ଧକୁ ୨୦ଦିନ ପ ୂରି ୨୧ ଦିନରେ ପହଞ୍ଚିଛି । ଦିନକୁ ଦିନ ଋଷ ତାର ଆକ୍ରମଣକୁ ତୀବ୍ର କରିଛି । ୟୁକ୍ରେନର ବଡ଼ ବଡ଼ ସହରକୁ ନିଜ କବଜାରେ ନେବାକୁ ଅହରହ ଆକ୍ରମଣ କରୁଛି ଋଷ । ଏଥିରେ ୟୁକ୍ରେନ୍‌…

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ଓ ଢେଙ୍କାନାଳର ମେଡିକାଲ ଛାତ୍ରଛାତ୍ରୀ

ରାଉରକେଲା/ଙ୍କୋନାଳ:ଫେବୃଆରୀ ୨୫: ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ । ପୁଟିନ୍‌ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର…

ଆରମ୍ଭ ହୋଇଗଲା ୟୁକ୍ରେନ୍‌-ଋଷ ଯୁଦ୍ଧ: ୟୁକ୍ରେନ୍‌ରେ ଫସିଛନ୍ତି ଓଡ଼ିଆଙ୍କ ସମେତ ଅନେକ ଭାରତୀୟ

ଦିଲ୍ଲୀ: ଫେବୃଆରୀ ୨୪: ବହୁ ବର୍ଷ ଧରି ଶୀତଳ ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍‌-ଋଷଙ୍କର ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଛି । ଋଷ ସେନା ପ୍ରଥମେ ନିଜ ଶକ୍ତି ପ୍ରଦର୍ଶନ କରି ଆକାଶ ମାର୍ଗରୁ ୟୁକ୍ରେନ୍‌ର ସାମରିକ ପ୍ରତିଷ୍ଠାନ ଉପରେ…

ବଢ଼ିଲା ୟୁକ୍ରେନ୍‌ର ସଙ୍କଟ : ନୁ୍ୟକ୍ଲିୟର୍‌ ଡ୍ରିଲ୍‌ କରି ଶକ୍ତି ପ୍ରଦର୍ଶନ କଲା ଋଷ, ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ୍‌…

ଦିଲ୍ଲୀ: ଫେବୃଆରୀ ୨୧: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଆଶଙ୍କା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଦୁଇ ଦେଶ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ଋଷ ନିଜର ପରମାଣୁର ଭୟ ଦେଖାଇଛି । ଋଷ ଗତକାଲି…