Browsing Tag

KL Rahul

ଟି୨୦ ବିଶ୍ୱକପ୍‌: ଟେବୁଲ ଶୀର୍ଷରେ ଭାରତ , ଡିଏଲ୍‌ରେ ହାରିଲା ବାଂଲାଦେଶ

ଆଡିଲେଡ: ଚଳିତ ବିଶ୍ୱକପରେ ଭାରତ ଆଉ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୁପର-୧୨ ପର୍ଯ୍ୟାୟରେ ଭାରତ ୫ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଛି । ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ସହ ସେମିଫାଇନାଲର ଦାବିଦାର…

ନ୍ୟୁଜିଲାଣ୍ଡ ,ବାଂଲାଦେଶ ସିରିଜ୍‌ ପାଇଁ ଭାରତୀୟ ଟିମ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ଶେଷ ହେବା ପରେ ଭାରତୀୟ ଦଳ ଖୁବ୍‌ ଶୀଘ୍ର ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି ।…

ପ୍ରଥମ ଟି-୨୦ : ମ୍ୟାଚ ଛଡାଇ ନେଲେ ସୂର୍ଯ୍ୟକୁମାର, ରାହୁଲ

ଥିରୁବନନ୍ତପୁରମ୍‌ : ଭାରତ ଓ ଦ.ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବିଗୁଲ ବାଜିଛି । କେରଳର ଥିରୁବନନ୍ତପୁରମ୍‌ରେ ବୁଧବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଦ.ଆଫ୍ରିକାକୁ ୧୦୬/୮ ରନ୍‌ରେ…

ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ: ଜିମ୍ବାେୱ ବିପକ୍ଷରେ ଏକତରଫା ବିଜୟ

ହରାରେ : ଜିମ୍ବାେୱ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଛି । ହରାରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଜିମ୍ବାେୱ ୪୦.୩ ଓଭରରେ ୧୮୯ ରନ୍‌ କରି ଅଲଆଉଟ…

ଆଜିଠୁ ଭାରତ-ଜିମ୍ବାେୱ ଦିନିକିଆ ଶୃଙ୍ଖଳା

ହରାରେ : ଭାରତ ଓ ଜିମ୍ବାେୱ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆଜିଠାରୁ ହରାରେ ସ୍ପୋର୍ଟ୍ସ କ୍ଲବ୍‌ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁଯାଉଛି । ନିକଟରେ ଜିମ୍ବାେୱ ଦଳ ବାଂଲାଦେଶ ବିପକ୍ଷରେ ଐତିହାସିକ ଦିନିକିଆ…

ଭାରତ- ଦ.ଆଫ୍ରିକା ଟି-୨୦ ଶୃଙ୍ଖଳା: ନଜରରେ ୫ କ୍ରିକେଟର

ନୂଆଦିଲ୍ଲୀ : ଦିନ କେଇଟା ଆଗରୁ ଲୋକପ୍ରିୟ କ୍ରିକେଟ୍‌ ପ୍ରତିଯୋଗିତା ଆଇପିଏଲ ଶେଷ ହୋଇଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ୧ ଲକ୍ଷ ୫ ହଜାର ଦର୍ଶକ ଆଇପିଏଲ୍‌ ଡେବୁ୍ୟଟାଣ୍ଟ ଗୁଜରାଟ…