Browsing Tag

Kiara Advani

ଖୁବ୍‌ ଶୀଘ୍ର ବାହା ହେବେ ସିଦ୍ଧାର୍ଥ

କରଣ ଜୋହରଙ୍କ ଚାଟ୍‌ ଶୋ କଫି ଉଇଥ୍‌ କରଣ ସିଜନ ୭ରେ ଏକ ସଙ୍ଗେ ସାମିଲ ହୋଇଥିଲେ ସିଦ୍ଧାର୍ଥ ମାଲହୋତ୍ରା ଓ ବିକି କୌଶଳ । ଏହି ସମୟରେ ଉଭୟ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ୍‌କୁ ନେଇ ବହୁ ମଜାଦାର କଥା ଦର୍ଶକଙ୍କ ସହ ସେୟାର…

ଡିଆଇଡି ଲିଟଲ ମାଷ୍ଟର ଟାଇଟେଲ୍‌ ଜିତିଲେ ନୋବୋଜିତ୍‌

ମୁମ୍ୱାଇ: ଜୁନ ୨୭: ସରିଯାଇଛି ଜି-ଟିଭିର ଡାନ୍ସ ରିଆଲିଟି ସୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍‌ ମାଷ୍ଟର୍ସ ସିଜିନ୍‌ ୫ । ଏଥିରେ ବାଜି ମାରିଛନ୍ତି ୯ ବର୍ଷୀୟ ନୋବୋଜିତ ନାରଜାରୀ । ଅଳ୍ପ ବୟସରେ, ନୋବୋଜିତ କେବଳ ଟାଇଟଲ…

କାର୍ତ୍ତିକଙ୍କୁ ମିଳିଲା ମହଙ୍ଗା ଉପହାର

ମୁମ୍ବାଇ: ଜୁନ ୨୫: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ୍‌ ଭୁଲେୟାଁ-୨ ଗତ ମାସରେ ରିଲିଜ୍‌ ହୋଇଥିଲା । ତେବେ ଫିଲ୍ମଟି ବକ୍ସ ଅଫିସରେ ଏତେ ସଫଳ ହେଇନଥିଲେ ବି କିଛିକାଂଶରେ ଭଲ ପ୍ରଦର୍ଶନ କରିଛି । ଫିଲ୍ମରେ କାର୍ତ୍ତିକ…

କାର୍ତ୍ତିକଙ୍କ ପିଛା ଛାଡ଼ୁନି ଗୁଜବ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଏସମୟରେ ଜଣେ ଉଦୀୟମାନ କଳାକାର ଭାବେ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିବେଚିତ କରାଯାଉଛି । କାରଣ ସେ ନିକଟରେ ତାଙ୍କର ମୁକ୍ତିଲାଭ କରିଥିବା ଫିଲ୍ମ ଭୁଲ୍‌ ଭୁଲେୟା ୨ର ସଫଳତାକୁ ସେଲିବ୍ରେଟ କରୁଛନ୍ତି ।…

ଆସୁଛି କବୀର ସିଂର ସିକେ ୍ୱଲ

ନୂଆଦିଲ୍ଲୀ: ମଇ ୨୮: ସାହିଦ କପୁରଙ୍କ ଫିଲ୍ମ କବୀର ସିଂ ତାଙ୍କ ବ୍ୟାରିଅରର ମାଇଲଖୁଣ୍ଟ । ଯାହା ବକ୍ସ ଅପିସରେ ୨୫୦ କୋଟିର କ୍ଲବରେ ସାମିଲ୍‌ ହୋଇଥିଲା । ରିଲିଜ୍‌ ହେବା ମାତ୍ରେ କବୀର ସିଂଦ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି…

କିଆରାଙ୍କ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ୍‌

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ କମ୍‌ ସମୟ ମଧ୍ୟରେ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି । ‘ଫଗଲୀ’ରୁ ବଲିଉଡ୍‌ ଡେବୁ୍ୟ କରିଥିବା କିଆରା ଏବେ ଗୋଟିଏ ଫିଲ୍ମ ପାଇଁ…

ଭିକିଙ୍କ ଗୋବିନ୍ଦା ଅବତାର

ମୁମ୍ବାଇ: ଗତ କିଛି ବର୍ଷ ମଧ୍ୟରେ ଭିକି କୌଶଲ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଡିମାଣ୍ଡିଂ ଆକଫର ଭାବେ ନିଜ ନାମ ପକା କରିଛନ୍ତି । ତାଙ୍କ ଅଭିନୀତି ଫିଲ୍ମ ଲଗାତାର ହିଟ୍‌ ସାବ୍ୟସ୍ତ ହେବାରେ ଲାଗିଛି । ପୁଣି ତାଙ୍କ ହାତରେ ଏବେ ବଡ଼…

ପୁଣି ଫିଲ୍ମ ‘ଭୁଲ୍‌ ଭୁଲୈୟା ୨’ର ସୁଟିଂ ଆରମ୍ଭ

ଦିଲ୍ଲୀ: ଅଗଷ୍ଟ ୨୩: କରୋନାର ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ଥିବା ‘ଭୁଲ୍‌ ଭୁଲୈୟା ୨’ର ସୁଟିଂ ଆରମ୍ଭ ହୋଇଛି । ‘ଭୁଲ୍‌ ଭୁଲୈୟା ୨’ରେ ଅଭିନୟ କରୁଥିବା ଅଭିନେତା କାର୍ତ୍ତୀକ ଆୟାନ୍‌ ତାଙ୍କର ସୁଟିଂ କାର୍ଯ୍ୟ ଆରମ୍ଭ…

ମାନସିକ ଶିଶୁ ରୋଗ ବିଶେଷଜ୍ଞ ହେବାକୁ ଚାହୁଁଥିଲେ କିଆରା

ଦିଲ୍ଲୀ, ଅଗଷ୍ଟ ୧୪: ଫିଲ୍ମ ‘କବୀର ସିଂହ’ ଏବଂ ‘ଗୁଡ୍‌ ନୁ୍ୟଜ’ରେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନକୁ ଜିଣିଥିବା ଅଭିନେତ୍ରୀ କିଆରା ଆଡଭାନୀ ଜଣେ କଳାକାର ହୋଇନଥିଲେ ମାନସିକ ଶିଶୁ ରୋଗ ବିଶେଷଜ୍ଞ ହୋଇଥାନ୍ତେ ବୋଲି…