Browsing Tag

katrina kaif

କ୍ୟାଟଙ୍କ ଭାଇ ସେବାଷ୍ଟିଆନଙ୍କ ପ୍ରେମରେ ଇଲିଆନା

ମୁମ୍ବାଇ: ଜୁଲାଇ ୧୮: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି । କ୍ୟାଟ୍ରିନାଙ୍କ ଜନ୍ମଦିନରେ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମାଲଦ୍ୱୀପରେ ଛୁଟି କାଟୁଥିବାର…

କ୍ୟାଟ୍ରିନା ପାଇଲେ ବେଷ୍ଟ ବିଜନେସ୍‌ ୱିମେନ୍‌ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ର ଗ୍ଲାମରସ୍‌ ହିରୋଇନ କ୍ୟାଟ୍ରିନା କୈଫ୍‌ ସର୍ବଦା ନିଜର ରିୟଲ୍‌ ଏବଂ ରିଲ୍‌ ଲାଇଫ୍‌କୁ ନେଇ ଲାଇମଲାଇଟ୍‌ରେ ରହିଥାନ୍ତି । ଭିକି କୌଶଲଙ୍କୁ ବିବାହ କରିବା ନେଇ କ୍ୟାଟ୍ରିନା ପ୍ରତିଦିନ ଶିରୋନାମାରେ…

ସାଉଥ୍‌ ଷ୍ଟାର ବିଜୟଙ୍କ ସହ ଆଗାମୀ ଫିଲ୍ମ

ମୁମ୍ବାଇ: ବିବାହ ପରେ କ୍ୟାଟ୍ରିନା କୈଫ୍‌ ତାଙ୍କର ଅପକମିଂ ଫିଲ୍ମର ଘୋଷଣା କରିଛନ୍ତି । ଅଭିନେତ୍ରୀ କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଅପଲୋଡ୍‌ କରି ପ୍ରଶଂସକଙ୍କୁ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମରେ ସେ…

ଫୁଲ ଦମରେ ଆସୁଛି ଟାଇଗର-୩

ମୁମ୍ୱାଇ: ମାର୍ଚ୍ଚ ୦୫: ପୁଣି ବଡ ପରଦାରେ ଜଲବା ଦେଖାଇବେ ସଲମାନ ଓ କ୍ୟାଟ୍। ଦମଦାର ଆକ୍ସନ ଓ ଭରପୁର ରୋମାନ୍ସ ସହ ସାମ୍ନାକୁ ଆସୁଛି ଟାଇଗର-୩ । ଦୀର୍ଘ ୫ ବର୍ଷ ପରେ ପରଦାରେ ଧମାଲ କରିବାକୁ ଫୁଲ ଦମରେ ଆସୁଛି ଟାଇଗର-୩…

ଅନସ୍କ୍ରିନରେ ଏକାଠି ନଜର ଆସିବେ ଭି-କ୍ୟାଟ୍‌ !

ନୂଆଦିଲ୍ଳୀ :ଜାନୁଆରୀ ୧୨: ବିବାହ ପରେ ବେଶ୍‌ ଚର୍ଚ୍ଚାକୁ ଆସିଥିବା ହିଟ୍‌ ଯୋଡି ଭିକି କୌଶଲ ଓ କ୍ୟ।ଟ୍ରିନ। କୈଫ୍ ଏକାଠି ନଜର ଆସିବେ ବଡ ପରଦାରେ। ବିବ।ହ ପରେ ଅଭିନେତ। ଭିକି ଓ କ୍ୟ।ଟ୍ରିନ।ଙ୍କୁ ପ୍ରଥମ ଥର ପ।ଇଁ ପରଦ।ରେ…

ବିବ।ହ କରିବେ ବଲିଉଡ୍‌ ଅଭିନେତ। ଫରହ।ନ୍ ଅଖତର

ମୁମ୍ବ।ଇ: ଜାନୁଆରୀ ୦୬: କ୍ୟ।ଟ୍ରିନ। ଓ ଭିକ୍କି କୌଶଲଙ୍କ ପରେ ଏବେ ବଲିଉଡରେ ଚାଲିଛି ବିବାହର ଋତୁ। ମ।ର୍ଚ୍ଚ ମ।ସରେ ବିବ।ହ କରିବ।କୁ ଯ।ଉଛନ୍ତି ବଲିଉଡର ଅଭିନେତ। ଫରହ।ନ୍ ଅଖତର । ସେ ତ।ଙ୍କ ବ।ନ୍ଧବୀ ଶିବାନୀ…

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ହିରୋ ଭିକି କୌଶଲ

ନୂଆଦିଲ୍ଲୀ: ଡିସେମ୍ବର ୦୨: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଉରି ଫିଲ୍ମ ହିରୋ ଭିକି କୌଶଲ। ଖବର ମିଳିଛି କି ଆସନ୍ତା ୯ ତାରିଖରେ ସେମାନେ ବିବାହ କରିବାକୁ…