ଦେଶ- ବିଦେଶ କର୍ଣ୍ଣାଟକ ହାଉସ୍ରେ ଧର୍ମାନ୍ତରୀକରଣ ନିରୋଧ ବିଲ୍ Sep 16, 2022 ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନ ପରିଷଦରେ ଧର୍ମାନ୍ତରୀକରଣ ନିରୋଧ ବିଲ୍ ଆଗତ ହୋଇଛି । ରାଜ୍ୟ ଆଇନ ମନ୍ତ୍ରୀ ଜେସି ମଧୁସ୍ୱାମୀ ଏହାକୁ ଆଗତ କରିଛନ୍ତି । ପୂର୍ବରୁ ଏହା ରାଜ୍ୟ ବିଧାନସଭାରେ ଆଗତ ହୋଇଥିଲା । ଏହାକୁ ଆଗତ କରି…