Browsing Tag

Karnataka hijab controversy

କର୍ଣ୍ଣାଟକର ହିଜାବ୍‌ ବିବାଦ: ଆତ୍ମସମ୍ମାନକୁ ବାଧିବା କାରଣ ଦର୍ଶାଇ କଲେଜ ଛାଡ଼ିଲେ ଇଂରାଜୀ ଅଧ୍ୟାପିକା

ବେଙ୍ଗାଲୁରୁ: ଫେବୃଆରୀ: ୧୮: ହିଜାବ୍‌ ପିନ୍ଧି ସ୍କୁଲକୁ ନଆସିବା ଆଦେଶକୁ ବିରୋଧ କରି ମୁସଲିମ୍‌ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ଆଜି ଜଣେ ଅଧ୍ୟାପିକା ଏହାକୁ ବିରୋଧ କରି ନିଜ ଚାକିରି ଛାଡ଼ି ଦେଇଛନ୍ତି । କଲେଜ୍‌…

ଖୋଲିଲା କର୍ଣ୍ଣାଟର ୧୦ମ ଶ୍ରେଣୀ: ହିଜାବ ଖୋଲି ସ୍କୁଲକୁ ପ୍ରବେଶ କଲେ ଛାତ୍ରୀ

ଦିଲ୍ଲୀ : ଫେବୃଆରରୀ ୧୪: ହିଜାବ ବିବାଦ ଯୋଗୁଁ କର୍ଣ୍ଣାଟକରେ ବନ୍ଦ ଥିବା ୧୦ମ ଶ୍ରେଣୀ ଆଜିଠାରୁ ଖୋଲିଛି । ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହିତ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ ବୋଲି…

କର୍ଣ୍ଣାଟକହିଜାବ ବିବାଦକୁ ନେଇ ମୁହଁ ଖୋଲିଲା ଆମେରିକା

ଦିଲ୍ଲୀ: ଫେବୃଆରୀ ୧୨: କର୍ଣ୍ଣାଟକ ହିଜାବ ବିବାଦର ନିଆଁର ଧୂଆଁ ଏବେ ଆମେରିକାରେ ବାଜିଲାଣି । ଦେଶରେ ଚାଲିଥିବା ଧାର୍ମିକ ବିବାଦକୁ ନେଇ ଆଜି ଆମେରିକା ନିଜ ମନ୍ତବ୍ୟ ଦେଇଛି । ବିଭିନ୍ନ ଦେଶରେ ଧାର୍ମିକ ସ୍ୱତନ୍ତ୍ରତା ଉପରେ…

କର୍ଣ୍ଣାଟକ ହିଜାବ ବିବାଦ: ସଠିକ୍‌ ସମୟ ଦେଖି ଶୁଣାଣି ହେବା କଥା କହିଲେ ସୁପ୍ରିମକୋର୍ଟ

ବାଙ୍ଗାଲୁରୁ: ଫେବୃଆରୀ ୧୧: ହିଜାବ ବିବାଦକୁ କେନ୍ଦ୍ର କରି ଗତକାଲି କର୍ଣ୍ଣାଟକ ହାଇକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିଥିଲେ । ନିର୍ଦ୍ଦେନାମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହିତ ଜଡ଼ିତ…

କର୍ଣ୍ଣାଟକର ହିଜାବ ବିବାଦ: ହିଜାବ ଓ ବୁର୍ଖାକୁ ଅସମର୍ଥନ କଲେ ସଙ୍ଗୀତକାର ଜାବେଦ୍‌ ଅଖତର

ମୁମ୍ବାଇ: ଫେବୃଆରୀ ୧୦: କର୍ଣ୍ଣାଟକର ହିଜାବ ବିବାଦ କେବଳ ରାଜନୀତିରେ ସୀମିତ ନାହିଁ, ଏହାକୁ ନେଇ ବଲିଉଡ୍‌ର କେତେକ କଳାକାର ନିଜ ମନ୍ତବ୍ୟ ଦେଇଛନ୍ତି । ଆଜି ଲୋକପ୍ରିୟ ସଙ୍ଗୀତକାର ଜାବେଦ ଅଖତର ଏହି ବିବାଦ ଉପରେ ନିଜର…

କର୍ଣ୍ଣାଟକର ହିଜାବ ବିବାଦ: ଆଜି ତିନି ଜଣିଆ ଖଣ୍ଡପୀଠ ଶୁଣାଣି

ବେଙ୍ଗାଲୁରୁ: ଫେବୃଆରୀ ୧୦: ଦୁଇ ଦିନ ହେବ କର୍ଣ୍ଣାଟକରେ ହିଜାବକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଯାଉଛି । ଗତକାଲି ହାଇକୋର୍ଟ ବେଙ୍ଗାଲୁରୁର ସମସ୍ତ ସ୍କୁଲ ଓ କଲେଜର ୨୦୦ ମିଟର ପରିସରରେ ୧୪୪ ଧାରା ଜାରି କରିଥିଲେ…

କର୍ଣ୍ଣାଟକ ହିଜାବ ବିବାଦ ମାମଲା: ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ଜାରି ହେଲା ୧୪୪ ଧାରା

ବେଙ୍ଗାଲୁରୁ: ଫେବୃଆରୀ ୦୯: ଦିନକୁ ଦିନ କର୍ଣ୍ଣାଟକରେ ହିଜାବ ବିବାଦ ବୃଦ୍ଧି ପାଇବାରେ ଲାଗୁଛି । ଏହାକୁ ନେଇ ବହୁ ବରିଷ୍ଠ ରାଜନେତା ନିଜ ମନ୍ତବ୍ୟ ରଖିଛନ୍ତି । ଆଜି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଉକ୍ତ ବିବାଦ…