Browsing Tag

kangana ranaut

‘ଧାକଡ଼’ରେ କଙ୍ଗନାଙ୍କ ନିଆରା ଅନ୍ଦାଜ୍‌

ବଲିଉଡ୍‌ର ଟପ୍‌ ହିରୋଇନ କଙ୍ଗନା ରଣାୱତଙ୍କ ଅପକମିଂ ଫିଲ୍ମ ‘ଧାକଡ଼’ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଛି । କଙ୍ଗନାଙ୍କ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଅଲଗା ହିଁ କ୍ରେଜ୍‌ ଦେଖିବାକୁ ମିଳିଛି । ଏହା ଏକ…

ହିଜାବ ବିବାଦ: ଶବାନା-କଙ୍ଗନା ମୁହାଁମୁହିଁ

ମୁମ୍ବାଇ: ଫେବୃଆରୀ ୧୨: ବଲିଉଡ ଅଭିନେତ୍ରୀ ଶବାନା ଆଜମୀ କର୍ଣ୍ଣାଟକରେ ଚାଲିଥିବା ହିଜାବ ମାମଲା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଅଭିନେତା କଙ୍ଗନା ରାନାୱତଙ୍କୁ ଆହ୍ୱାନ କରିଛନ୍ତି। ଏହାପୂର୍ବରୁ ଶବାନାଙ୍କ ସ୍ୱାମୀ ଗୀତିକାର…

କଙ୍ଗନାଙ୍କ ଉପରେ ବୟାନ ଦେଇ ଫସିଲେ ବିଧାୟକ

ନୂଆଦିଲ୍ଲୀ: ଜାନୁଆରୀ ୧୫: ଜ।ମତ।ର। କଂଗ୍ରେସ ବିଧ।ୟକ ଡଃ ଇରଫ।ନ୍ ଅନସ।ରୀଙ୍କ ଅଜବ ବୟ।ନ ତାଙ୍କୁ ବିବ।ଦ ଘେରକୁ ଟାଣି ଆଣିଛି। ଏବେ ସେ ଅଭିନେତ୍ରୀ କଙ୍ଗନ। ର।ଣ।ୱତଙ୍କ ସମ୍ପର୍କରେ ଏକ ବିବ।ଦୀୟ ବିବୃତ୍ତି ଦେଇ ଅଡୁଆ ରେ…

ଅଭିନେତ୍ରୀ କଙ୍ଗନାଙ୍କ ସମସ୍ତ ସୋସିଆଲ ମିଡିଆରେ ଲାଗିପାରେ ସେନ୍‌ସର

ନୂଆଦିଲ୍ଲୀ: ଡିସେମ୍ବର ୦୨: ଦେଶ ବିରୋଧରେ ଏବଂ ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ପରେ ବହୁ ଲୋକ ତାଙ୍କ ବିରୋଧ ହୋଇପଡ଼ିଛନ୍ତି । ଏହାକୁ ନଜରେ ରଖି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ…

କଙ୍ଗନା ପାଇବେ ସମ୍ମାନୀୟ ପଦ୍ମଶ୍ରୀ ପୁରସ୍କାର

ମୁମ୍ବାଇ: ନଭେମ୍ବର ୦୩: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୟର ନିପୂଣତା ପାଇଁ ନିକଟରେ ସେ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏବେ ସେ ସମ୍ମାନସ୍ପଦ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଖବର ମିଳିଛି…

ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲ୍‌କେ’ପୁରସ୍କାର, କଙ୍ଗନା, ମନୋଜ ଏବଂ ଧନୁଶଙ୍କୁ ଜାତୀୟ ପୁରସ୍କାର

ଦିଲ୍ଲୀ: ଅକ୍‌ଟୋବର ୨୫: ଆଜି ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଜେତାଙ୍କୁ ପୁରସ୍କାର ଦେଇ ସମ୍ମାନିତ…

କଙ୍ଗନା କହିଲେ ‘ସମନ୍ଥା-ନାଗା’ଙ୍କ ବିବାହ ବିଚ୍ଛେଦର କାରଣ

ମୁମ୍ବାଇ: ଅକ୍‌ଟୋବର ୦୪: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ପରିଶେଷରେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ଅଭିନେତା ନାଗା ଚୈତନ୍ୟ ଅଲଗା ହୋଇଛନ୍ତି । ଏସମ୍ପର୍କରେ ନିଜେ…