କନ୍ଧମାଳ ଜିଲ୍ଲାରେ ୯୭୪.୨ ମିମି ବର୍ଷା; ଭାଙ୍ଗିଛି ଅନେକ ଗଛ; ଘରେ ପଶିଲା ପାଣି
ଫୁଲବାଣୀ: ଅଗଷ୍ଟ ୨୮: ଆଜି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ବ୍ଳକ ଅଂଚଳରେ ଭୀଷଣ ବର୍ଷା ହେବା ସହିତ ଲୋକଙ୍କ ଘରେ ପାଣି ପଶି ଯାବଥିବାରୁ ଲୋକେ ନାନା ପ୍ରକାରର ହଇରାଣ ହରକତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ…