ସନସାଇନ୍ ସ୍କୁଲରେ ଯୌନ ର୍ନିଯାତନା: କଳାହାଣ୍ଡି ଏସ୍ପିଙ୍କୁ ରିପୋର୍ଟ ତଲବ କଲେ ଏନ୍ସିପିସିଆର
ଭୁବନେଶ୍ୱର: ନଭେମ୍ବର ୧୩: ଶିକ୍ଷୟିତ୍ରୀ ମମିତା ମେହେର ବୀଭତ୍ସ ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ(ଏନସିପିସିଆର) କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ମହାଲିଙ୍ଗସ୍ଥିତ ସନସାଇନ୍…