ଜିଲ୍ଲା ବେଆଇନ ଇଟାଭାଟି ଧୂଆଁରେ କାକଟପୁର ଜନଜୀବନ ଅସ୍ତବ୍ୟସ୍ତ Mar 24, 2022 କାକଟପୁର: ଖରା ତାତି ସହିତ ଇଟାଭାଟିର ଗରମ ତାତି । ଘର ବାହାରେ ବା ଘରେ ଖାଲି ଗରମ ଗମର ପବନର ସୁଅ । ତା’ ସାଙ୍ଗକୁ କଳା ଧୂଆଁ । ଏହିପରି ଦୂଷିତ ପରିବେଶରେ ଜୀବନ ବିତାଉଛନ୍ତି କାକଟପୁରବାସୀ । କାକଟପୁର ତହସିଲ ଅନ୍ତର୍ଗତ ୪ଟି…