Browsing Tag

kabul Headline

ଆଫଗାନ ମଦ୍ରାସାରେ ବିସ୍ପୋରଣ, ୧୬ ମୃତ

କାବୁଲ : ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିହାମାନଙ୍କ ଉପରେ ଆକ୍ରମଣ ବଢିଚାଲିଛି । ବୁଧବାରଦିନ ଉତ୍ତର ଆଫଗାନିସ୍ତାନର ସମାମଙ୍ଗମ ରାଜ୍ୟରେ ଥିବା ଆଇବାକ୍‌ ସହରରେ ଥିବା ଏକ ସିହା ମଦ୍ରାସାରେ ଏକ ଆତ୍ମଘାତୀ ବୋମା ବିସ୍ପୋରଣ…

କାବୁଲରେ ବୋମା ବିସ୍ପୋରଣ , ୨୫ରୁ ଅଧିକ ମୃତ

କାବୁଲ: ଏପ୍ରିଲ ୧୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ତିନୋଟି ଶକ୍ତିଶାଳୀ ବୋମା ବିସ୍ପୋରଣ ହୋଇଛି । ଏଥିରେ ୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ହୋଇଥିବା ବେଳେ ୫୦ ଆହତ ହୋଇଛନ୍ତି । ତେବେ ଆହତଙ୍କ ଅବସ୍ଥା ଗୁରୁତର…