ଦେଶ- ବିଦେଶ ଜ୍ଞାନବାପି ମସଜିଦ୍ ମାମଲାର ଶୁଣାଣି ଆଜି! May 17, 2022 ଉତ୍ତରପ୍ରଦେଶ: ମଇ ୧୭: ବାରାଣସୀର ପ୍ରସିଦ୍ଧ ଜ୍ଞାନବାପି ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ ।…