ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ରହିତାଦେଶ ଦେଲେ ସୁପ୍ରିମ କୋର୍ଟ
ଦିଲ୍ଲୀ: ମେ ୨୧: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଲଗାଇଛନ୍ତି । ତେବେ ସୁପ୍ରିମ କୋର୍ଟ ତିନି ମାସ ପର୍ଯ୍ୟନ୍ତ ରହିତାଦେଶ ଲଗାଇଥିବା ସୂଚନା ରହିଛି । ଏଥିସହିତ ସର୍ବୋଚ୍ଚ…