ଓଡ଼ିଶା ଆଜି ହାଇକୋର୍ଟର ୨ ନୂଆ ବିଚାରପତି ଶପଥ ନେଲେ Oct 8, 2021 ଭୁବନେଶ୍ୱର: ଅକ୍ଟୋବର ୦୮: ଆଜି ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି ଶପଥ ପାଠ ଗ୍ରହଣ କରିଛନ୍ତି । ସେମାନେ ହେଲେ ଜଷ୍ଟିସ୍ ଯଶୋବନ୍ତ ସିଂହ ଏବଂ ଜଷ୍ଟିସ୍ ଅରିନ୍ଦମ ସିହ୍ନା । ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ…