ଅଙ୍କିତା ହତ୍ୟା ମାମଲା: ଅନୁସନ୍ଧାନ ପାଇଁ ଗଠିତ ଏସଆଇଟି, ଘଟଣାସ୍ଥଳରେ ସିଆଇଡି
ଝାଡଖଣ୍ଡ : ଅଙ୍କିତା ହତ୍ୟା ମାମଲାର ତଦନ୍ତ ପାଇଁ କରାଗଲା ଏସଆଇଟି ଗଠନ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭାଗ ଏହି ମାମଲାର ତଦନ୍ତ ପାଇଁ ନିର୍ଦେଶ ଦେଇଛି । ଅଙ୍କିତା ହତ୍ୟା ମାମଲାର ତଦନ୍ତ ପାଇଁ…