ଅପରାଧ ଅଗ୍ରୀମ ୧୫ ଲକ୍ଷ ନେଇ ଏବେ ଆଖଡାକୁ ଆସୁନାହାନ୍ତି ଦୈତାରୀ ପଣ୍ଡା Jul 7, 2022 ଭୁବନେଶ୍ୱର: ଜୁଲାଇ ୦୭: ପୁଣି ବିବାଦରେ ଦୈତାରୀ ପଣ୍ଡା । ଯାତ୍ରା ଜଗତର ଲୋକପ୍ରିୟ ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ପୁଣି ଆସିଲା ଅଭିଯୋଗ । ଟଙ୍କା ନେଇ କାମ କରୁନଥିବା ଭଳି ଅଭିଯୋଗ ଆସିଛି ଦୈତାରୀ ପଣ୍ଡାଙ୍କ ନାଁରେ ।…