ଓଡ଼ିଶା ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ: ପ୍ରମୋଦଙ୍କୁ ରୌପ୍ୟ Jul 18, 2022 ଭୁବନେଶ୍ୱର : ଆୟର୍ଲାଣ୍ଡର ଡବଲିନ୍ ସହରରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ପାରାବ୍ୟାଡ଼ମିଣ୍ଟନ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକ ଜିତିଛନ୍ତି । ପ୍ରତିଯୋଗିତାର ଅନ୍ତିମ ଦିନ ବିଶ୍ୱବିଜେତା…