Browsing Tag

Jammu and Kashmir police

କାଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୋଗରେ ହିଜ୍ୱଲ୍‌ ମୁଜାହିଦିନ୍‌ ଗିରଫ

ବେଙ୍ଗାଲୁରୁ: ଜୁନ ୭: କଶ୍ମୀରରେ ହିନ୍ଦୁମାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିବା ଅଭିଯୋଗରେ ବେଙ୍ଗାଲୁରରୁ ହିଜ୍ୱଲ୍‌ ମୁଜାହିଦିନ୍‌ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଜମ୍ମୁ-କଶ୍ମୀର ପୁଲିସ୍‌ ତାଙ୍କୁ ଗିରଫ କରିଛି ।…

ପୁଲଓ୍ୱ।ମ।ରେ ଏନକ।ଉଣ୍ଟର: ପୁଣି ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାନୁଆରୀ ୦୫: ବର୍ଷ ଆରମ୍ଭରୁ ଭ।ରତୀୟ ଯବ।ନଙ୍କୁ ବଡ ସଫଳତ। । ପୁଲଓ୍ୱ।ମ।ରେ ସୁରକ୍ଷ।ବ।ହିନୀ ଓ ଆତଙ୍କବ।ଦୀ ଏନକ।ଉଣ୍ଟରରେ ନିପାତ ହେଲେ ୩ ଆତଙ୍କବ।ଦୀ । ଆତଙ୍କବ।ଦୀ ଲଶ୍କର-ଏ-ତୋଏବ।ର ସଦସ୍ୟ ବୋଲି କୁହ।ଯ।ଉଛି ।…

୨ ଜଣ ଆତଙ୍କବାଦୀଙ୍କୁ ନିହତ କଲେ ଶ୍ରୀନଗର ନିରାପତ୍ତାବଳ

ଶ୍ରୀନଗର: ଡିସେମ୍ବର ୧୩: ଗତକାଲି ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଜଣେ ଆତଙ୍କବାଦଙ୍କୁ ନିହତ କରିଥିଲା ବେଳେ ଆଜି ଶ୍ରୀନଗର ସ୍ଥିତ ରଙ୍ଗରେଠ୍‌ ଅଞ୍ଚଳର ନିରାପତ୍ତା ବଳ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।…