ଜଗତସିଂହପୁରରେ ପଶିଲା କରୋନା; ଗୋଟିଏ ପରିବାରରେ ୩ ଆକ୍ରାନ୍ତ, ସମସ୍ତେ ପ୍ରବାସୀ ଓଡ଼ିଆ
Edited By: Papu Mohanty
ଭୁବନେଶ୍ୱର (ସବୁ୍ୟ): 06/05:କରୋନାକୁ ନେଇ ରାଜ୍ୟବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିଲାବେଳେ ବୁଧବାର ଜଗତସିଂହପୁରରେ ଏହା ପ୍ରବେଶ କରିଛି । ଯାହାକି ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି ।…