Browsing Tag

jagannatha balava matha parking

ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ଷ୍ଟଣ୍ଡରେ ଟୁରିଷ୍ଟଙ୍କଠାରୁ ଦାଦାବଟି ଆଦାୟ କରି ୩ ଗିରଫ

ପୁରୀ: ମାର୍ଚ୍ଚ ୨୬: ଜଗନ୍ନାଥ ବଲ୍ଲଭ ମଠ ପାର୍କିଂ ସ୍ଥଳରେ ଦାଦାବଟି ମାଗିବା ଅଭିଯୋଗରେ ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ସେମାନେ ହେଲେ- ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହିର ରାମୀନି…