ପୁରୀରେ ପ୍ରତିଷ୍ଠା ହେବ କୁଲତା ସମାଜଙ୍କ ପାଇଁ ଧର୍ମଶାଳା, ୩ କୋଟି ଟଙ୍କାର ଜମି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପୁରୀଠାରେ କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ଏକ ଧର୍ମଶାଳା ନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସୁନାମୁହିଁ ମଉଜାଠାରେ ଏକ ଏକର ଜମି ମଞ୍ଜୁର କରିଛନ୍ତି । ଏହାସହ ପ୍ରସ୍ତାବିତ…