ଜ୍ୟାକ୍ ସ୍ପାରୋ ଭୂମିକାରେ ଅଭିନୟ ପାଇଁ ଜନି ଡେପଙ୍କୁ ୨୫୩୫ କୋଟିର ଅଫର
ନୂଆଦିଲ୍ଲୀ:ଜୁନ ୨୭: ହଲିଉଡର ଦମଦାର ଅଭିନେତା ଜନି ଡେପ୍ ଗତ କିଛି ସମୟ ଧରି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ । ନିଜ ପୂର୍ବତନ ପତ୍ନୀ ଏମ୍ବର ହର୍ଡଙ୍କ ଦ୍ୱାରା ଦାଖଲ ମାନହାନୀ ମୋକଦ୍ଦମାରେ ଅଭିନେତା…