ବିଶ୍ବ ଆଫଗାନ ମଦ୍ରାସାରେ ବିସ୍ପୋରଣ, ୧୬ ମୃତ Dec 1, 2022 କାବୁଲ : ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିହାମାନଙ୍କ ଉପରେ ଆକ୍ରମଣ ବଢିଚାଲିଛି । ବୁଧବାରଦିନ ଉତ୍ତର ଆଫଗାନିସ୍ତାନର ସମାମଙ୍ଗମ ରାଜ୍ୟରେ ଥିବା ଆଇବାକ୍ ସହରରେ ଥିବା ଏକ ସିହା ମଦ୍ରାସାରେ ଏକ ଆତ୍ମଘାତୀ ବୋମା ବିସ୍ପୋରଣ…