ଓଡ଼ିଶା ଟୁଇନ୍ସିଟିରେ ଆଲର୍ଟ: ଘଡ଼ଘଡ଼ି ସହ ଲଗାଣ ବର୍ଷା ସମ୍ଭାବନା Jul 16, 2022 ଭୁବନେଶ୍ୱର: ଜୁଲାଇ ୧୬: ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସହିତ ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଏହାକୁ ନଜରରେ ରଖି ପାଣିିପାଗ ବିଭାଗ ଆଜି କେତେକ ସ୍ଥାନରେ ସତର୍କ…