ପୈତୃକ ସମ୍ପତ୍ତି ଉପରେ ଝିଅର ସମାନ ଅଧିକାର: ପୁଣି ଦୋହରାଇଲେ ସୁପ୍ରିକୋର୍ଟ
ଦିଲ୍ଲୀ: ଜାନୁଆରୀ ୨୧: ସୁପ୍ରିମକୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ପୁଣି ଥରେ ଦୋହରାଇ କହିଛନ୍ତ, ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର ରହିଛି । ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ…