ଝାରସୁଗୁଡ଼ା ଦେଇ ବିମାନସେବା ଲାଗି ଇଣ୍ଡିଗୋ ଓ ଆଲିଏନସ୍ ଏୟାର ଆଗ୍ରହୀ
ଝାରସୁଗୁଡ଼ା: ଝାରସୁଗୁଡ଼ା ଦେଇ ବିମାନ ସେବା ଲାଗି ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଓ ଆଲିଏନସ୍ ଏୟାର ଆଗ୍ରହ ପ୍ରକାଶ କରିଛି । ଝାରସୁଗୁଡ଼ାରୁ ମାୟାନଗରୀ ମୁମ୍ବାଇ ଏବଂ ଆଇଟି ହବ୍ ବାଙ୍ଗାଲୁରୁକୁ ବିମାନ ସେବା…