ଦେଶ- ବିଦେଶ ୨୪ ଘଣ୍ଟାରେ ଦେଶରେ ୩୬,୫୭୧ କରୋନା ସଂକ୍ରମିତ ଓ ୩୬,୫୫୫ ସୁସ୍ଥ Aug 20, 2021 ଭୁବନେଶ୍ୱର: ଅଗଷ୍ଟ ୨୦ : ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତ ଓ ସୁସ୍ଥ ସଂଖ୍ୟା ୩୬ ହଜାରରୁ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ୩୬,୫୭୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲାବେଳେ ୩୬, ୫୫୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୫୪୦ ଜଣ…