ଜୀବନଚର୍ଯ୍ୟା ମଲାଇ ଗୁଜିଆ Aug 11, 2022 ସାମଗ୍ରୀ -୨କପ ଖୀର ସର, ୨ କପ ମଇଦା, ୨୦୦ଗ୍ରାମ ପାଉଡର ଚିନି, ଅଧା ଚାମଚ ଗୁଜୁରାତି ଗୁଣ୍ଡ, ଅଧା କପ୍ ବିଭିନ୍ନ ବାଦାମ ମଞ୍ଜି, ଅଧା କପ ନଡିଆ କୋରା । ପ୍ରଣାଳୀ- ପ୍ରଥମେ ସର, ନଡିଆ କୋରା ଓ ଚିନିକୁ ଶୁଖିଲା କରି…
ଜୀବନଚର୍ଯ୍ୟା ପାଳଙ୍ଗ ପତ୍ର ପକୋଡା ଚାଟ୍ Aug 10, 2022 ସାମଗ୍ରୀ- ଏକ କପ୍ ବେସନ, ଅଧା ଚାମଚ ଲୁଣ, ଅଧା ଚାମଚ ଜୁଆଣି, ୨କପ ପାଣି, ହଳଦୀ, ୭ରୁ ୮ଟି ପାଳଙ୍ଗ ପତ୍ର, ୪ ଚାମଚ ଦହି, ଅଳ୍ପ ପରିମାଣ କଳା ଲୁଣ, ଅଳ୍ପ ପରିମାଣ ଜୀରା, ଏକ ଚାମଚ ଲଙ୍କା ଗୁଣ୍ଡ, କଟା ପିଆଜ ଅଳ୍ପ ପରିମାଣ,…
ସାହିତ୍ୟ ମଲାଇ ଲଡ଼ୁ Aug 2, 2022 ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ । ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କର;ୁ । ଏହା ଭଲଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶା;ୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି…
ଜୀବନଚର୍ଯ୍ୟା ନଡିଆ ଅଖରୋଟ ବର୍ଫି Jul 23, 2022 ସାମଗ୍ରୀ : ୨ କପ କୋରା ନଡିଆ, ୧କପ ଚିନି, ଅଧାକପ ଅଖରୋଟ ପାଉଡର, ଅଳ୍ପ ପରିମାଣରେ ଗୁଜୁରାତି ଗୁଣ୍ଡ, ଅଧା କପ ଅଖରୋଟ ଖଣ୍ଡ । ପ୍ରଣାଳୀ : ପ୍ରଥମେ ମିଡିଅମ୍ ଆଞ୍ଚରେ ୨ମିନିଟ୍ ପାଇଁ ନଡିଆକୁ ଭାଜ;ୁ । ଭାଜିଲା ପରେ…
ଜୀବନଚର୍ଯ୍ୟା ଆଳୁ ଚାଟ୍ Jul 9, 2022 ସାମଗ୍ରୀ: ସିଝା ଆଳୁ - ୮-୯(୬୦୦ ଗ୍ରାମ) ତେଲ - ୩-୪ ଚାମଚ ଧନିଆ ପତ୍ର - ୨-୩ ଚାମଚ (କଟା ହୋଇଥିବା) କଞ୍ଚା ଲଙ୍କା - ୨(କଟା ହୋଇଥିବା) କର୍ଣ୍ଣଫ୍ଲୋର-୩ ଚାମଚ ଲୁଣ- ୧ ଛୋଟ ଚାମଚ କିମ୍ବା ସ୍ୱାଦ ଅନୁସାରେ ସର୍ଭ…
ଜୀବନଚର୍ଯ୍ୟା ସିମେଇ ପୁଡିଂ Jun 28, 2022 ସାମଗ୍ରୀ- ସିମେଇ, କ୍ଷୀର, ବଟର, ଭାନିଲା ଏସେନ୍ସ, ଅଣ୍ଡା, କାଜୁ, କିସ୍ମିସ୍ ଓ ଚିନି ପ୍ରଣାଳୀ- ପ୍ରଥମେ ଅଣ୍ଡାକୁ ଭାଙ୍ଗି ଫେଣ୍ଟି ନିଅନ୍ତୁ । ଏହାପରେ ସେଥିରେ କ୍ଷୀର, ଚିନି ଓ ବଟର ମିଶାଇ ଭଲ ଭାବରେ ପୁଣି…
ଜୀବନଚର୍ଯ୍ୟା ମୁଗଡ଼ାଲି ଚିଲ୍ଲା Jun 24, 2022 ସାମଗ୍ରୀ- ୨୦୦ ଗ୍ରାମ ମୁଗ ଡାଲି, ୪ ରୁ ୫ପିସ୍ ପନିର ଖଣ୍ଡ, ଏକ ଚାମଚ ଗ୍ରେଟ୍ ପନିର୍ ସହିତ ଚାଟ୍ ମସଲା ମିଶିଥିବ, ଏକ ବଡ଼ ଚାମଚ କ୍ୟାପସିକମ୍, ବନ୍ଧା କୋବି କଟା, ଅଧା ଚାମଚ କଟା ପିଆଜ, ଏକ ଚାମଚ କାଜୁ, ଅଳ୍ପ ଘିଅ ।…
ଜୀବନଚର୍ଯ୍ୟା ଓଟସ୍ ଚପ୍ Jun 20, 2022 ସାମଗ୍ରୀ - ଅଧା କପ ଓଟସ୍, ଅଧା କପ ହରଡ ଡାଲି, ଗୋଟିଏ କଟା ପିଆଜ, ଗୋଟିଏ କଟା କ୍ୟାପସିକମ୍, ଗୋଟିଏ କଟା ଗାଜର, ଅଧା ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗୋଲମରିଚ । ପ୍ରଣାଳୀ - ଗୋଟିଏ ପାତ୍ରରେ ହରଡଡାଲିକୁ ବତୁରାଇ…
ଜୀବନଚର୍ଯ୍ୟା ଚିକେନ୍ କଟଲେଟ୍ ସାଣ୍ଡ୍ୱିଚ୍ Jun 11, 2022 ସାମଗ୍ରୀ - ୪ଟି ହାଡ଼ ନଥିବା ମାଂସ, ୨ ଚାମଚ ଦହି, ଏକ ଚାମଚ ଲଙ୍କାଗୁଣ୍ଡ, ଗୋଲ ଆକାରରେ କଟା ହୋଇଥିବା ଗୋଟିଏ ପିଆଜ ଓ ଗୋଟିଏ କାକୁଡ଼ି, ଏକ ଚାମଚ ଲେମ୍ବୁରସ, ଏକ କପ୍ ମଇଦା, ୨ଟି ଅଣ୍ଡା, ଏକ କପ୍ ପାଉଁରୁଟି ଗୁଣ୍ଡ ଏବଂ ତେଲ…
ସାହିତ୍ୟ ଆମ୍ବ ସୁଜି କେକ୍ Jun 8, 2022 ସାମଗ୍ରୀ - ଏକ କପୁ ସୁଜି, ଅକ କପ୍ ଆମ୍ବ ରସ, ଅଳ୍ପ ପରିମାଣ ତେଲ, ଚିନି ସ୍ୱାଦ ଅନୁସାରେ, ଏକ ଚାମଚ ବେକିଂ ପାଉଡର, କଟା ଆଲମଣ୍ଡ । ପ୍ରଣାଳୀ - ପ୍ରଥମେ ଓଭାନ୍କୁ ୧୭୦ରେ ପ୍ରି ହିଟ୍ କରି ନିଅନ୍ତୁ । ବର୍ତ୍ତମାନ…