ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ: ଜିମ୍ବାେୱ ବିପକ୍ଷରେ ଏକତରଫା ବିଜୟ
ହରାରେ : ଜିମ୍ବାେୱ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଛି । ହରାରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଜିମ୍ବାେୱ ୪୦.୩ ଓଭରରେ ୧୮୯ ରନ୍ କରି ଅଲଆଉଟ…