ଖେଳ ସବୁ ଫର୍ମାଟରୁ ରାଇନାଙ୍କ ଅବସର Sep 7, 2022 ନୂଆଦିଲ୍ଲୀ : ସୁରେଶ ରାଇନା ଆଉ ଆଇପିଏଲ୍ ଖେଳିବେନି । କ୍ରିକେଟ୍ର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ରାଇନା ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ରେ ଲେଖିଛନ୍ତି । ଦେଶ ତଥା…
ଖେଳ ଆଜି ତୃତୀୟ ଦିନିକିଆ: ଶୃଙ୍ଖଳା ହ୍ୱାଇଟ୍ ୱାସ୍ ଲକ୍ଷ୍ୟରେ ଭାରତ Jul 27, 2022 ପୋର୍ଟ ଅଫ୍ ସ୍ପେନ : େୱଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ ବୁଧବାର ପୋର୍ଟ ଅଫ୍ ସ୍ପେନରେ ହେବ । ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ ।…
ଖେଳ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍: ଇଣ୍ଡିଜ୍ର ଟାର୍ଗେଟ ୩୦୯ Jul 23, 2022 ପୋଟ୍ ଅଫ୍ ସ୍ପେନ୍ : େୱଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଘରୋଇ ଦଳ ସମ୍ମୁଖରେ ୩୦୯ ରନ୍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦…
ଖେଳ କୋହଲିଙ୍କୁ ୨୦ ମିନିଟ ଭେଟିବାକୁ ଚାହାନ୍ତି ଗାଭାସ୍କର Jul 20, 2022 ଦିଲ୍ଲୀ : ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ କି୍ରକେଟର ସୁନୀଲ ଗାଭାସ୍କର । କୋହଲିଙ୍କୁ ୨୦ ମିନିଟ୍ ପାଇଁ ଭେଟିଲେ ମୁଁ ତାଙ୍କୁ ଖରାପ ଫର୍ମରୁ ବାହାର କରିପାରିବି ବୋଲି…
ଖେଳ ଦିନିକିଆ ଶୃଙ୍ଖଳା ଜିତାଇଲେ ପନ୍ତ, ପାଣ୍ଡ୍ୟା Jul 18, 2022 ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧମାକାଦାର ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆ ୨-୧ରେ ଶୃଙ୍ଖଳା ଜିତିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି…
ଓଡ଼ିଶା ବାରବାଟୀ ଟି-୨୦: ସବୁ ବର୍ଗରେ ଭାରତ ଫେଲ Jun 13, 2022 କଟକ : ବାରବାଟୀ ଟି-୨୦ରେ ଦାଢ଼ ଦେଖାଇପାରିନି ଭାରତ । ଭ୍ରମଣକାରୀ ଦ.ଆଫ୍ରିକା ୪ ୱିକେଟରେ ଭାରତକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଏକାକୀ ହେନରିଚ୍ କ୍ଲାସେନ୍ ୪୬ ବଲରୁ ୮୧ରନର ଇନିଂସ୍ ଖେଳି ଭାରତର…
ଖେଳ ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ହେଲେ ସୌରଭ ଗାଙ୍ଗୁଲି Nov 17, 2021 ଦିଲ୍ଲୀ: ନଭେମ୍ବର ୧୭: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ଆଇସିସି କ୍ରିକେଟ୍ କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ଅନିଲ କୁମ୍ବଲେଙ୍କ ସ୍ଥାନରେ ଗାଙ୍ଗୁଲିଙ୍କୁ ରଖାଯାଇଥିବା ଖବର…