ଦେଶ- ବିଦେଶ ସମରାଭ୍ୟାସ ଭୋସ୍ତକ୍-୨୦୨୨ରେ ଅଂଶଗ୍ରହଣ କରୁଛି ଭାରତ Sep 2, 2022 ମସ୍କୋ: ରୁଷରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାର୍ଷିକ ବହୁଦେଶୀୟ ସମରାଭ୍ୟାସ ଭୋସ୍ତକ୍-୨୦୨୨ । ବିଭିନ୍ନ କାରଣରୁ ଏହି ସମରାଭ୍ୟାସ ବିବାଦ ସୃଷ୍ଟି କରିଛି । ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଏହି ସମରାଭ୍ୟାସ…
ଦେଶ- ବିଦେଶ ପୁରାତନ ମସଜିଦ ର ସୁରକ୍ଷା ପାଇଁ ବୁଲେଟପ୍ରୁଫ ଗାଡି ମୁତୟନ କଲା ଭାରତୀୟ ସେନା Aug 1, 2022 ଶ୍ରୀନଗର: ଜମ୍ମୁକଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଯବାନ ଆହତ ହୋଇଥିଲେ । ତେବେ ଏନକାଉଣ୍ଟର ସ୍ଥାନ ନିକଟରେ ଏକ…
ଦେଶ- ବିଦେଶ ୨୪ ଘଣ୍ଟାରେ ୩ଟି ପୃଥକ୍ ସ୍ଥାନରେ ଏନ୍କାଉଣ୍ଟ: ୭ ଆତଙ୍କବାଦୀ ନିହତ Jun 20, 2022 ଶ୍ରୀନଗର: ଜୁନ୍ ୨୦: ଆଜି ସେନା ଓ ଜମ୍ମୁ ଓ କଶ୍ମୀର ପୋଲିସଙ୍କ ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ଆତଙ୍କବାଦୀ ନିରୋଧୀ ଅଭିଯାନ କରାଯାଇଛି । ଗତ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ କଶ୍ମୀରର କୁପ୍ୱାରା, କୁଲ୍ଗାମ ଏବଂ ପୁଲ୍ୱାମା…
ଦେଶ- ବିଦେଶ ଆରମ୍ଭ ହେଲା ଭାରତୀୟ ସେନାର ନୂଆ ନିୟୁକ୍ତି ‘ଅଗ୍ନିପଥ’ Jun 14, 2022 ଦିଲ୍ଲୀ: ଜୁନ୍ ୧୪: ସେନାରେ ଭର୍ତ୍ତି ହେବା ପାଇଁ ଭାରତ ସରକାର ଆଜି ‘ଅଗ୍ନିପଥ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଭାରତୀୟ ଯୁବକ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଯୋଗ ଦେଇ ଦେଶ ପାଇଁ ସୁଯୋଗ ମିଳିବ ।…
ଦେଶ- ବିଦେଶ ଏବେ ସେନାରେ କେବଳ ୪ ବର୍ଷ ପାଇଁ ମିଳିବ ନିଯୁକ୍ତି Jun 7, 2022 ଦିଲ୍ଲୀ: ଦୀର୍ଘ ୨୫୦ ବର୍ଷ ଧରି ଭାରତୀୟ ସେନାରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଜାତି, ଧର୍ମ ଓ ଆଞ୍ଚଳିକତା ହିସାବରେ ମିଳୁଥିବା ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବଦଳିବାକୁ…
ଦେଶ- ବିଦେଶ ପ।ହ।ଡ ଉପରେ ଫସି ରହିଥିବ। ଯୁବକଙ୍କୁ ଉଦ୍ଧାର କଲେ ଯବାନ Feb 9, 2022 ଥିରୁବନନ୍ତପୁରମ୍: ଫେବୃଆରୀ ୦୯: ସୋମବ।ର ଠ।ରୁ କେରଳର ପ।ଲକ୍କ।ଡର ଏକ ପ।ହ।ଡ ଉପରେ ଫସି ରହିଥିବ। ଜଣେ ଯୁବକଙ୍କୁ ଆଜି ସକ।ଳେ ସେନ। ଉଦ୍ୟମ ପରେ ଉଦ୍ଧ।ର କର।ଯ।ଇଥିଲ।। ସୁରକ୍ଷିତ ଅବସ୍ଥାରେ ରହି ସେ ଭାରତୀୟ ସେନାକୁ ଧନ୍ୟବ।ଦ…
ଦେଶ- ବିଦେଶ ୧୫ ହଜାର ଫୁଟ ଉପରେ ଉଡିଲା ତ୍ରୀରଙ୍ଗା Jan 27, 2022 ଲଦାଖ: ଜାନୁଆରୀ ୨୭: ଗତକାଲି ଦେଶ ପ।ଳନ କରିଛି ୭୩ ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ୧୫ ହଜ।ର ଫୁଟ ଉପରେ ଯବ।ନଙ୍କ ପରେଡ୍ ଦେଖିବ।କୁ ମିଳିଛି । ଲଦ।ଖ ବର୍ଡରରେ ମ।ଇନସ୍ ୩୫ ଡିଗ୍ରୀ ତ।ପମ।ତ୍ର।ରେ ଆଇଟିବିପିର ଯବ।ନମ।ନେ…
ଅପରାଧ ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ Dec 30, 2021 ଜ।ମ୍ମୁ-କ।ଶ୍ମୀର: ଡିସେମ୍ବର ୩୦: ଜ।ମ୍ମୁ-କ।ଶ୍ମୀରର ଅନନ୍ତନ।ଗ ଓ କୁଲଗ।ଁଓରେ ସୁରକ୍ଷ।କର୍ମୀ ଓ ଆତଙ୍କବ।ଦୀଙ୍କ ମଧ୍ୟରେ ଦୁଇଟି ଏନକାଉଣ୍ଟରରେ ୨ ପ।କିସ୍ତ।ନ ନ।ଗରିକଙ୍କ ସମେତ ୬ ଆତଙ୍କବ।ଦୀ ପ୍ର।ଣ ହର।ଇଛନ୍ତି । ପ୍ର।ଣ…
ଦେଶ- ବିଦେଶ ସେନାକୁ ଅଧିକ ଶକ୍ତିଶାଳୀ କରାଇବ ‘ଅର୍ଜୁନ ଏମ୍କେ-୧’ କମାଣ Sep 24, 2021 ଦିଲ୍ଲୀ: ସେପ୍ଟେମ୍ବର ୨୪ : ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ରକ୍ଷାମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପ୍ରାୟ ୭, ୫୨୩ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ୧୧୮ଟି ‘ଅର୍ଜୁନ…
ଦେଶ- ବିଦେଶ ମହିଳାଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବାକୁ ତିନି ସେନା ମୁଖ୍ୟ ରାଜି: ସୁପ୍ରିମ୍ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର… Sep 8, 2021 ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବା ସହ ସେମାନଙ୍କୁ ‘ଏନଡ଼ିଏଦ ଓ ନେଭାଲ୍ଏକାଡେମିଦକୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ନେଇ…