ମନୋରଞ୍ଜନ ‘ଆଦିପୁରୁଷ’ ଟିମ୍ରେ ସୋନଲ୍ Apr 14, 2022 ୪୦୦ କୋଟିର ବଜେଟ୍ ସହ ନିର୍ଦ୍ଦେଶକ ଓମ୍ ରାୱତ ତାଙ୍କର ଆଗାମୀ ଫିଲ୍ମ ଆଦିପୁରୁଷ ନିର୍ମାଣ କରୁଛନ୍ତି । ରାମାୟଣ କାହାଣୀକୁ ପରଦାରେ ଦର୍ଶାଇବା ପାଇଁ ଅନେକ କଳାକାରଙ୍କ କାଷ୍ଟିଂ ମଧ୍ୟ ଜରୁରୀ ରହିଛି । ପ୍ରଭାସଙ୍କ ସହ…
ମନୋରଞ୍ଜନ ‘ଧାକଡ଼’ରେ କଙ୍ଗନାଙ୍କ ନିଆରା ଅନ୍ଦାଜ୍ Apr 13, 2022 ବଲିଉଡ୍ର ଟପ୍ ହିରୋଇନ କଙ୍ଗନା ରଣାୱତଙ୍କ ଅପକମିଂ ଫିଲ୍ମ ‘ଧାକଡ଼’ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଛି । କଙ୍ଗନାଙ୍କ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଅଲଗା ହିଁ କ୍ରେଜ୍ ଦେଖିବାକୁ ମିଳିଛି । ଏହା ଏକ…
ମନୋରଞ୍ଜନ କୋରିଆନ ଶୋ’ରେ ଅନୁଷ୍କା Apr 12, 2022 କମ୍ ଆୟୁରେ ମନୋରଞ୍ଜନ ଜଗତରେ ନିଜକୁ ପ୍ରତିଷ୍ଠିତ କରାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍ ଆଜିକାଲି ଲାଇମଲାଇଟ୍ରେ । ସୋସିଆଲ ମିଡିଆରେ ଅଭିନେତ୍ରୀ ଅନୁଷ୍କା ବହୁତ ସକ୍ରିୟ । ଏପରିକି ଇନଷ୍ଟାଗ୍ରାମରେ ୩୪ ମିଲିଅନରୁ ଅଧିକ…
ମନୋରଞ୍ଜନ ସାଉଥ୍ ମୁହାଁ ମୃଣାଳ Apr 11, 2022 ବଲିଉଡ୍ ହିରୋଇନ ମୃଣାଳ ଠାକୁର ଖୁବଶୀଘ୍ର ଶାହିଦ କପୁରଙ୍କ ସହ ଫିଲ୍ମ ‘ଜର୍ସୀ’ରେ ନଜର ଆସିବେ । ଏବେ ମୃଣାଳ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।…
ମନୋରଞ୍ଜନ ପୋଲିସ ଭୂମିକାରେ ହିନା Apr 9, 2022 ଟେଲିଭିଜନ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ତାଙ୍କ ନିଆରା ଶୈଳୀ ଏବଂ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିବାରେ କୌଣସି ଗୋଟିଏ ବି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ । ଅଭିନେତ୍ରୀ ପରଦାରେ ପ୍ରତିଟି ଚରିତ୍ରକୁ…
ମନୋରଞ୍ଜନ ପୁରସ୍କାର ସମାରୋହରେନୋ ମେକଅପ୍ ଲୁକ୍ ! Apr 8, 2022 ମୁମ୍ବାଇ: ଟି-ସିରିଜ କମ୍ପାନୀ ମାଲିକ ଭୂଷଣ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋଲସା କୁମାର ବିୟୁଟି, ଫ୍ୟାଶନ ଏବଂ ଟ୍ୟାଲେଣ୍ଟ ପାଇଁ ଇଣ୍ଡଷ୍ଟ୍ରୀରେ ଜଣାଶୁଣା । ସେ ଅଭିନେତ୍ରୀ ହେବା ସହ ନିର୍ମାତା ଏବଂ…
ମନୋରଞ୍ଜନ ପରିଚୟ ଦେଇଛି ଟ୍ରାନ୍ସଜେଣ୍ଡର ଭୂମିକା Apr 7, 2022 ବଲିଉଡ୍ ଅଭିନେତ୍ରୀ ବାଣୀ କପୁରଙ୍କ ଆଗାମୀ ଫିଲ୍ମ ‘ଶମଶେରା’ର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏଥିରେ ମୌସୁମୀର ଆଗାମନ ସହ ପରଦାରେ ଏକ ଖାସ୍ ଅନ୍ଦାଜରେ ନୃତ୍ୟ କରୁଥିବାର ନଜର ଆସିବେ ବାଣୀ । ଫିଲ୍ମ ‘ଶମଶେରା’ରେ…
ମନୋରଞ୍ଜନ ‘କେଜିଏଫ୍’ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିବା ଶ୍ରୀନିଧି ଏବେ ବ୍ୟସ୍ତ Apr 6, 2022 ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରୀର ବ୍ଲକବଷ୍ଟର ଫିଲ୍ମ ‘କେଜିଏଫ୍ ଚ୍ୟାପଫର ୨’କୁ ଦର୍ଶକମାନେ ଖୁବ ଉତ୍ସାହର ପ୍ରତୀକ୍ଷା କରିଛନ୍ତି । ଏହି ଫିଲ୍ମ ୧୪ ଏପ୍ରିଲକୁ ସିନେମା ଘରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ…
ମନୋରଞ୍ଜନ ମର୍ଡର ମିଷ୍ଟ୍ରୀରେ ୱାମିକା Feb 28, 2022 ପ୍ରଥମ େୱବସିରିଜ୍ ‘ଗ୍ରହଣ’ରେ ଦମଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ପଞ୍ଜାବୀ ଅଭିନେତ୍ରୀ ୱାମିକା ଗ³ୀ, ଖୁବଶୀଘ୍ର ଏକ ବଡ଼ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ୱାମିକା ଏପର୍ଯ୍ୟନ୍ତ ବିଶାଲ ଭରଦ୍ୱାଜଙ୍କ…
ମନୋରଞ୍ଜନ ମହାମାରୀ ଉପରେ ଆଧାରିତ ଫିଲ୍ମରେ ତାପସୀ Feb 26, 2022 ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଫିଲ୍ମ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଯୋଡ଼ି ପୁଣି ଥରେ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ତାପସୀ ଅନୁଭବଙ୍କ ଫିଲ୍ମ ମୁଲ୍କ ଏବଂ ଥପzରେ କାମ କରିଛନ୍ତି । ଏହି ଦୁଇଠି ଫିଲ୍ମ…