ମନୋରଞ୍ଜନ ଦକ୍ଷିଣ ସିନେମାରେ କରିବେ କି ଏଣ୍ଟ୍ରି ! Dec 2, 2022 ନିଜ ବୋଲï ଅନ୍ଦାଜ ଓ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ୍ କରୁଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କ ତନୟା ଜାହ୍ନବୀ କପୁର ଏବେ ଆନ୍ଧ୍ରପ୍ରଦେଶରେ ଦେଖାଯାଇଛନ୍ତି । ସେଠାରେ ସେ ଦକ୍ଷିଣ ଅଭିନେତ୍ରୀଙ୍କ ଭଳି ପୋଷାକ ପରିଧାନ କରି…
ମନୋରଞ୍ଜନ ଗତ ମାସରେ ଆଲିଆଙ୍କ ହାର୍ଟ ଅଫ୍ ଷ୍ଟୋନ Aug 26, 2022 ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍ରେ ନିଜର ଲୋକପ୍ରିୟତା ବୃଦ୍ଧି କରି ସାରିବା ପରେ ଏବେ ହଲିଉଡ୍ ମୁହାଁ ହୋଇଛନ୍ତି । ଆଲିଆ ନିଜର ହଲିଉଡ୍ ଡେବ୍ୟୁ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନର ଶୁଟିଂ ଶେଷ କରିଛନ୍ତି । ଟମ୍ ହାର୍ପରଙ୍କ ଏହି…
ମନୋରଞ୍ଜନ ପ୍ରଭୁ ଗଣେଶଙ୍କ ଶରଣରେ ତମନ୍ନା Aug 24, 2022 ମୁମ୍ବାଇ: ସାଉଥ୍ ତଥା ବଲିଉଡ୍ ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ନିଜ ଆଗାମୀ ଫିଲ୍ମ ବବଲୀ ବାଉନ୍ସରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ନିର୍ମାଣ କରିଛନ୍ତି ପ୍ରସିଦ୍ଧ ନିର୍ମାତା ମଧୁର ଭଣ୍ଡାରକର । ଫିଲ୍ମରେ ପ୍ରଥମ…
ମନୋରଞ୍ଜନ ଫେରିବ ବଲିଉଡ କ୍ରେଜ୍ Aug 3, 2022 ମୁମ୍ବାଇ: ଗତ କିଛି ଦିନ ହେବ ସାଉଥ୍ ଇଣ୍ଡଷ୍ଟ୍ରି ସହିତ ବଲିଉଡ୍ର ତୁଳନା ଜାରି ରହିଛି । ଅନେକ ସ୍ଥାନରେ ଏହି ବିଷୟରେ ଚର୍ଚ୍ଚା ଚାଲିଛି, ଯେଉଁଥିରେ ଦର୍ଶକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ସମସ୍ତେ ଭାଗ ନେଉଛନ୍ତି ।…
ମନୋରଞ୍ଜନ କାନ୍ସରେ ପୋଷାକକୁ ନେଇ ଦୀପିକାଙ୍କ ଚର୍ଚ୍ଚା May 26, 2022 କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ର ଶୁଭାରମ୍ଭ ପରଠୁ ହିଁ ଲଗାତାର ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ୨ ବର୍ଷର କରୋନା ମହାମାରୀ ପରେ ପୁଣି ଥରେ କାନ୍ସ ରେଡ୍ କାର୍ପେଟରେ ତାରକାଙ୍କ ଭିଡ଼ ଜମିଛି । ଅନ୍ତର୍ଜାତୀୟ ସ୍ତରରେ…
ମନୋରଞ୍ଜନ ମାନୁଷୀଙ୍କ ସ୍ୱପ୍ନ ପୂରଣ ହେଲା May 12, 2022 ସୁପରଷ୍ଟାର ଅକ୍ଷୟ କୁମାର ଏବଂ ବଲିଉଡ୍ରେ ଡେବୁ୍ୟ କରିବାକୁ ଯାଉଥିବା ବ୍ରହ୍ମାଣ୍ଡ ସìନ୍ଦରୀ ମାନୁଷୀ ଛିଲ୍ଲର ୟଶରାଜ ଫିଲ୍ମସର ପ୍ରଥମ ଐତିହାସିକ ଫିଲ୍ମ ‘ପୃଥ୍ୱୀରାଜ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ…
ମନୋରଞ୍ଜନ ସୋନାକ୍ଷୀଙ୍କ ନିର୍ବନ୍ଧ ସସ୍ପେନ୍ସ୍ May 10, 2022 ବଲିଉଡ୍ ଦବଙ୍ଗ ଗର୍ଲ ସୋନୀକ୍ଷୀ ସିହ୍ନାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଜାରି ରହିଛି । ଏହାରି ମଧ୍ୟରେ ଅଭିନେତ୍ରୀ ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରି ସମସ୍ତଙ୍କୁ…
ମନୋରଞ୍ଜନ ବ୍ରିଟିଶ ଆକ୍ଟରଙ୍କ ପ୍ରେମରେ ଏମୀ May 6, 2022 ସାଉଥ୍ ତଥା ବଲିଉଡ୍ ଅଭିନେତ୍ରୀ ଏମୀ ଜ୍ୟାକସନ୍ ଯଦିଓ ବଡ଼ ପରଦାରୁ ଦୂରରେ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆ ଜରିଆରେ ଦର୍ଶକଙ୍କ ସହ ଯୋଡ଼ି ହୋଇରହିବାକୁ ପସନ୍ଦ କରନ୍ତି । ଏମୀ ଜ୍ୟାକସନ୍ଙ୍କ ନାମ୍ ଟପ୍ ଏବଂ ବୋଲï…
ମନୋରଞ୍ଜନ ‘ଗିଲ୍ଟି ମାଇଣ୍ଡସ୍’ ଦେଇଛି ପରିଚୟ May 5, 2022 ମୁମ୍ବାଇ: ମଡେଲ୍ରୁ ଅଭିନେତ୍ରୀ ପାଲଟିଥିବା ନମ୍ରତା ସେଠ୍କୁ ନେଇ ଆଜିକାଲି ସବୁଠି ଚର୍ଚ୍ଚା । ପ୍ରଥମେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ନମ୍ରତା ୨୦୧୯ରେ ଆସିଥିବା ଗାୟକ ଦର୍ଶନ ରାୱଲଙ୍କ ମୁ୍ୟଜିକ ଭିଡିଓ ‘ଭୁଲା…
ମନୋରଞ୍ଜନ ଅପରେସନ୍ ରୋମିଓ ଫିଲ୍ମରେ ସଶକ୍ତ ଭୂମିକାରେ ବେଦିକା Apr 25, 2022 ୨୦୧୯ରେ ଆସିଥିବା ଏକ ମୁ୍ୟଜିକ ଭିଡିଓ ଲିଗVି ବେଶ୍ ଲୋକପ୍ରିୟ ହୋଇଥିଲା । ଇଣ୍ଟରନେଟ୍ରେ ଏହି ଗୀତ ଧୁମ ମଚାଇଥିଲା । ଶ୍ୱଶୁର ଘରେ ଜଣେ ନବବିବାହିତ ବଧୂଙ୍କପ୍ରଥମ ଦିନ କିପରି ବିତିଥାଏ, ତାହାକୁ ଅତି ସୁନ୍ଦରେ ଭାବେ ଏହି…