ଖେଳ ଆଜି ତୃତୀୟ ଦିନିକିଆ: ଶୃଙ୍ଖଳା ହ୍ୱାଇଟ୍ ୱାସ୍ ଲକ୍ଷ୍ୟରେ ଭାରତ Jul 27, 2022 ପୋର୍ଟ ଅଫ୍ ସ୍ପେନ : େୱଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ ବୁଧବାର ପୋର୍ଟ ଅଫ୍ ସ୍ପେନରେ ହେବ । ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ ।…