ଉପର ମୁହାଁ ହେଉଛି ଦେଶର କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୧୨ରୁ ଅଧିକ ସଂକ୍ରମିତ
ଦିଲ୍ଲୀ: ଜୁନ୍ ୨୦ : ଦେଶରେ କରୋନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ହଜାର ୭୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ…