ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୪୯ ଲକ୍ଷ କୁ ବୃଦ୍ଧି: ଗୋଟିଏ ଦିନରେ ୨୮,୬୩୭ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଜୁଲାଇ ୧୨: ଭାରତରେ ୨୮,୬୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୪୯,୫୫୩ ରେ ପହଂଚିଛି I ସେଥିମଧ୍ୟରୁ ୨,୯୨,୨୫୮ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ…