ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ବଢ଼ୁଛି ସୁସ୍ଥ ସଂଖ୍ୟା
ଦିଲ୍ଲୀ : ଜୁଲାଇ ୨୭: ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ନୂଆ ରୋଗୀଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି । ୨୪ ଘଣ୍ଟାରେ ଦେଶରେ ୨୯ ହଜାର ୬୮୯ ଜଣ କରୋନାରେ ସଂକ୍ରମିତ ହୋଇଥିଲାବେଳେ…