ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ଟପିଲା ; ୨୪ ଘଣ୍ଟାରେ ୬୦ ହଜାର ୯୬୩ ଟି ନୂଆ କେଶ ଚିହ୍ନଟ
ଭୁବନେଶ୍ୱର : ଅଗଷ୍ଟ ୧୨ : ଭାରତ ରେ ଏ ପର୍ଯ୍ୟନ୍ତ ୨୩ ଲକ୍ଷ ରୁ ଉର୍ଦ୍ଧ୍ୱ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇସାରିଲେଣି I ଆଜି ସୁଦ୍ଧା କୋଭିଡ ପଜିଟିଭ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୮ ରେ ପହଂଚିଛି I ଗତ ୨୪ ଘଣ୍ଟାରେ ୬୦…