ଦେଶ- ବିଦେଶ ଇଲେକ୍ଟ୍ରିକ ବାଇକ ସୋ ରୁମରେ ଭୟାବହ ଅଗ୍ନିକାଣ୍ଡ ,୮ ମୃତ ଅନେକ ଆହତ Sep 13, 2022 ଇଲେକ୍ଟ୍ରିକ ବାଇକ ସୋରୁମରେ ଭୟାବହ ଅଗ୍ନିକାଣ୍ଡ I ସୋମବାର ବିଳମ୍ବିତ ରାତିରେ ତେଲେଙ୍ଗାନାର ସିକନ୍ଦରାବାଦରେ ଥିବା ଏକ ଇଲେକ୍ଟ୍ରିକ ବାଇକ ଶୋରୁମ ରେ ଏହି ଦୁର୍ଘଟଣା ଘଟିଛି I ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ…