ଅଭାବନୀୟ ଘଟଣା, ସୂର୍ଯ୍ୟଙ୍କୁ ଜଳ ତର୍ପଣ ବେଳେ ଛାତରୁ ଗଳି ମହିଳାଙ୍କ ମୃତ୍ୟୁ
କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ପୋଲିସ କଲୋନୀରେ ଘଟିଯାଇଛି ଏକ ଦୁଃଖଦାୟକ ଘଟଣା I ମହିଳା ଜଣଙ୍କ ସକାଳେ ଠାକୁର ପୂଜା ସାରି ଛାତରେ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରୁଥିବା ସମୟରେ ଖସିପଡି ମୃତ୍ୟୁ ବରଣ କରିଛନ୍ତି I…