ଜିଲ୍ଲା ଚମ୍ପାସର ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ୫ ଗିରଫ Apr 14, 2022 ପାଟଣାଗଡ : ବିଳମ୍ବିତ ରାତିରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ପଞ୍ଚାୟତ ଚମ୍ପାସରସ୍ଥିତ ମାଙ୍ଗାନିଜ ଖଣିରୁ ମାଙ୍ଗାନିଜ ଚୋରୀ ଅଭିଯୋଗରେ ଲରମ୍ଭା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋରୀ ପାଇଁ ବ୍ୟବହୃତ…