ଅପରାଧ ନାବାଳିକା ଗଣଦୁଷ୍କର୍ମ ମାମଲା: ଗିରଫ ହେଲେ ୨ ଅଭିଯୁକ୍ତ Jun 4, 2022 ହାଇଦ୍ରାବାଦ: ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଗିରଫ ହେଲେ ୨ ଅଭିଯୁକ୍ତ । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ମାମଲାରେ ୩ ଅଭିଯୁକ୍ତ ନାବାଳକ ଥିବାରୁ ପୋଲିସ୍ ହେପାଜତକୁ ନିଆଯାଇ ଆଜି…