ରୋହିତ କ୍ରିକେଟର ରୋହିତ ଶର୍ମା ପାଇବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର
ନୂଆଦିଲ୍ଲୀ, ଅଗଷ୍ଟ ୧୮ : ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ କ୍ରିକେଟର ରୋହିତ ଶର୍ମା ନାଁ ସୁପାରିଶ କରାଯାଇଛି l ପୁରସ୍କାର ଚୟନ କମିଟି ପକ୍ଷରୁ ଏହି ସୁପାରିଶ କରାଯାଇଥିଲା l ରୋହିତଙ୍କ ଛଡ଼ା ମହିଳା ରେସଲର ବିନେଶ…