ଓଡ଼ିଆ ଫିଲ୍ମ “ପ୍ରତୀକ୍ଷା“ଦେଖି ଭାବବିହ୍ୱଳ ହେଲେ ଅଭିନେତା ଅନୁପମ, ହିନ୍ଦୀରେ ରିମେକ କରିବାକୁ ଦେଲେ ପ୍ରତିଶ୍ରୁତି
ଦିଲ୍ଲୀ : ଓଡ଼ିଆ ଚଳଚ୍ଚିତ୍ରର ଏକ ନୂଆ ଯୁଗ ପ୍ରାରମ୍ଭ ହୋଇଛି । ଅଭିନେତା ବାବୁସାନଙ୍କ ଅଭିନୀତ ଫିଲ୍ମ ଦମନର ଜାତୀୟ ସ୍ତରରେ ଚର୍ଚ୍ଚା ହେଉଥିଲା ବେଳେ ଏବେ ପ୍ରତୀକ୍ଷା ଫିଲ୍ମର କାହାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…