Browsing Tag

help to mother

ଅର୍ଥାଭାବରୁ ପୁଅର ଚିକିତ୍ସା ପାଇଁ ଭୁବନେଶ୍ୱର ଆସୁପାରୁନାହାନ୍ତି

ଗଞ୍ଜାମ: ଅଗଷ୍ଟ ୩୦: ଦୁଇ ବର୍ଷର ପୁଅର ଆଖି ଫୁଲି ବାହାରକୁ ବାହାରି ପଡ଼ିଛି । ପାଖରେ ଯେତେ ଅର୍ଥ ଥିଲା ସବୁ ପୁଅର ଚିକିତ୍ସାରେ ସରିଗଲାଣି । ଏଣେ ସ୍ୱାମୀ ଦାଦନ ଖଟିବାକୁ ତାମିଲନାଡ଼ୁରେ ଅଛନ୍ତି । ଡାକ୍ତର ପୁଅର ଚିକିତ୍ସା…