ସ୍ୱାସ୍ଥ ମହାମାରୀର ନୂଆ ଟ୍ରେଣ୍ଡ୍: ବିରଳ ରୋଗ ନିରୂପଣ କରିବ ୱାଚ୍ May 9, 2022 ଏଟ୍ରିମଲ୍ ଫିବ୍ରିଲେସନ୍ ନାମକ ହୃଦରୋଗରେ ପ୍ରତି ବର୍ଷ କୋଟି କୋଟି ଲୋକ ପ୍ରାଣ ହରାଉଛନ୍ତି । କେବଳ ଏହି ରୋଗରେ ବ୍ରିଟେନରେ ପ୍ରତି ବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତୁ୍ୟ ହେଉଛି । ଏହାର ଚିକିତ୍ସା ହୋଇପାରିଲେ, ଅଧିକାଂଶ…