ଅପରାଧ କୁକୁରକୁ ଫାଶୀ ଦେଇ ନିର୍ମମ ହତ୍ୟା Nov 15, 2022 ଗାଜିଆବାଦ: ୩ ଜଣ ଯୁବକ ଗୋଟିଏ କୁକୁର ବେକରେ ଲୁହା ଚେନ୍ ବାନ୍ଧି କେମିତି ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛନ୍ତି, ତା’ର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯୁବକଙ୍କ ଏପରି ଭୟଙ୍କର କାଣ୍ଡ ଯୋଗୁ ଶେଷରେ…