ହରମୋନ୍ ଅସନ୍ତୁଳନ ମୁଖ ବ୍ରଣର କାରଣ, ଜାଣିବା ଏହାର କିଛି ଘରୋଇ ଉପଚାର ବିଷୟରେ
ଭୁବନେଶ୍ୱର: ଅଗଷ୍ଟ ୬: ବୟସ ବୃଦ୍ଧି ତଥା ଅନ୍ୟାନ୍ୟ କିଛି କାରଣରୁ ଆମ ଶରୀରରେ ଅନେକ ସମୟରେ ହରମୋନ୍ ଅସନ୍ତୁଳନ ଦେଖାଦେଇଥାଏ । ହରମୋନ୍ ଅସନ୍ତୁଳନର ପ୍ରଭାବ ବିଶେଷକରି ଆମ ମୁହଁରେ ପ୍ରକାଶ ପାଇଥାଏ ମୁଖ ବ୍ରଣ ରୂପେ ।…