ଜୀବନଚର୍ଯ୍ୟା ନଡିଆ ବର୍ଫି Jan 15, 2022 ସାମଗ୍ରୀ - ଏକ କପ ନଡିଆ କୋରା, ଅଧା କପ୍ ଖୀର, ଅଧା କପ୍ ମିଲ୍କମେଡ୍, ୩ରୁ ୪ଟି ଗୁଜୁରାତି, ଏକ ଚାମଚ ଚିନି, ୨ରୁ ୩ ଚାମଚ ଘିଅ, ଅଳ୍ପ ପରିମାଣ କେଶର, ୮ରୁ ୧୦ଟି କାଜୁ । ପ୍ରଣାଳୀ- ପ୍ରଥମେ ଖୀରକୁ ଗରମ କରିନିଅନ୍ତୁ…