Browsing Tag

health tips

ଉପକାରୀ କମଳା ଚୋପା

ଆମେମାନେ କମଳା ଲେମ୍ବୁକୁ ଖାଇସାରି, ଏହାର ଚୋପାକୁ ଫୋପାଡ଼ି ଦେଉ । ହେଲେ ଆପଣମାନେ ଜାଣିଛନ୍ତି, କମଳା ଭଳି ତାହାର ଚୋପା ମଧ୍ୟ ଶରୀର ପାଇଁ ବେଶ୍‌ ଉପକାରୀ । ଆଜି କାଲି କମଳା ଚୋପାକୁ ଖାଦ୍ୟରେ ମଧ୍ୟ ବ୍ୟବହାର କରାଗଲାଣି ।…

କମ୍‌ ଶୁଣାଯାଉଛି କି?

କୌଣସି ନା କୌଣସି କାରଣରୁ ଶ୍ରବଣ କ୍ଷମତା ହ ୍ରାସ ପାଇଥାଏ ଯାହା ବିଳମ୍ବରେ ଜଣାପଡେ । ଏପରି କ୍ଷେତ୍ରରେ ଯଥାଶୀଘ୍ର ଚିକିସିା କରିବା ଉଚିତ । ଯେତେବେଳେ ଆମକୁ ଅନୁଭବ ହୁଏ ଯେ କିଛି ସମସ୍ୟା ରହିଛି ସେତେବେଳେ ୩୦ ପ୍ରତିଶତ…

ମଧୁମେହ ଡାକିଆଣେ ‘ୟୋ ୟୋ ଡାଏଟିଂ’

ଆଜିକାଲି ସେଲିବ୍ରେଟିଙ୍କ ମଧ୍ୟରେ ୟୋ-ୟୋ ଡାଏଟିଂ ବହୁତ ପପୁଲାର ହେବାକୁ ଲାଗିଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମଧ୍ୟରେ ଏହା ସର୍ବଦା ଏକ ତର୍କର ବିଷୟବସ୍ତୁ ହୋଇ ରହିଛି । ଆମେରିକୀୟ ବୈଜ୍ଞାନିକଙ୍କ କହିବା ଅନୁଯାୟୀ,…

ବେକ ଯନ୍ତ୍ରଣାର ଉପଚାର

ଆଜିକାଲି ଅଧିକାଂଶ ଲୋକଙ୍କ କାମ କେବଳ କମ୍ପୁ୍ୟଟର ଏବଂ ଲାପଟପ୍‌ରେ ହେଉଛି । ଅନ୍ୟପକ୍ଷରେ ୱାର୍କ ଫ୍ରମ୍‌ ହୋମ୍‌ର ସ୍ଥିତି । ତେଣୁ ଘଣ୍ଟା ଘଣ୍ଟା ସମୟ ଲୋକମାନେ ଯେକୌଣସି ସ୍ଥାନରେ ବସି ଲାପଟପ୍‌ରୁ କାମ କରୁଛନ୍ତି ।…

ଘୁଙ୍ଗୁଡ଼ିର କରନ୍ତୁ ଡାକ୍ତରୀ ଚିକିତ୍ସା

ଗଭୀର ନିଦରେ ଶୋଇବା ପରେ କିଛି ଲୋକ ଘୁଙ୍ଗୁଡି ମାରିବାକୁ ଲାଗିଥାନ୍ତି । ଘୁଙ୍ଗୁଡି ସାଧାରଣତଃ ସୁଖନିଦ୍ରା ବେଳେ ଶ୍ୱାସକ୍ରିୟାରେ ପ୍ରାକୃତିକ ବ୍ୟାଘାତକୁ ବୁଝାଏ । ନିଦ୍ରିତ ଅବସ୍ଥାରେ ଅତ୍ୟଧିକ ଘୁଙ୍ଗୁଡ଼ି ମାରିବା ଦ୍ୱାରା…

ସୁସ୍ଥ ଶରୀର ପାଇଁ ଗ୍ରହଣ କରନ୍ତୁ ଏହି ଖାଦ୍ୟ

ଭୁବନେଶ୍ୱର: ଅଗଷ୍ଟ ୩: ସୁସ୍ଥ ଶରୀରର ଆଧାର ହେଉଛି ହାଡ଼ । ହାଡ଼ ନିର୍ମାଣ ତଥା ମଜଭୁତ କରାଇବାରେ କ୍ୟାଲସିୟମ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବଦଳୁଥିବା ପାଣିପାଗ ଓ ଖାଦ୍ୟପେୟର ଅନିୟମିତତା କାରଣରୁ ଆମ ଶରୀର ସଠିକ୍‌…